
ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା
କନ୍ଧମାଳ ଜିଲ୍ଲା ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌର।ର୍ଜଜ୍ ତଥା ଏଫ୍.ଟି.ଏସ୍.ସି ବିଚାରପତି, କୈଳାସ ଚନ୍ଦ୍ର ସ୍ୱାଇଁ ଫୁଲବାଣୀ ସଦର ଥାନାର ଏକ ମାମଲା ୨୨୯।୨୦୨୫ ଏବଂ ସି.ଟି. କେସ୍ ନଂ. ୬୧। ୨୦୨୫ ମାମଲାର ବିଚାର କରି ଦୋଷୀ ଦିଲ୍ଲିପ ଓରଫ ଉପେନ୍ଦ୍ର କହଁରକୁ ଧାରା ୬୪(୨)(ଏମ୍) ବିଏନଏସ, ଆର/ଡବ୍ଲ୍ୟୁ ଧାରା ୬(୧) ପୋକ୍ସ୍ସୋ୍ ଆଇନରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ କରିଛନ୍ତି । ଜରିମାନା ଅନାଦେୟ ୧ ବର୍ଷ ଅଧିକ କାରାଦଣ୍ଡ ଭୋଗ କରିବାକୁ ମଧ୍ୟ ଆଦେଶ କରିଛନ୍ତି ।
18/6/2026
