ଭୁବନେଶ୍ୱର, 20 ଅଗଷ୍ଟ :- ରାଜ୍ୟରେ ବନ୍ୟାସ୍ଥିତି ନେଇ ଏସଆରସି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଧୀରେ ଧୀରେ କମୁଛି ବିଭିନ୍ନ ନଦୀର ଜଳସ୍ତର । ସୁବର୍ଣ୍ଣରେଖାରେ ବି ସୁଧାର ଆସୁଛି । ସୁବର୍ଣ୍ଣରେଖାରେ ବି ଜଳସ୍ତର ଧୀରେ ଧୀରେ ଖସୁଛି । ୬ ଜିଲ୍ଲାର ୩୪ଟି ବ୍ଲକ ବନ୍ୟା ପାଇଁ ପ୍ରଭାବିତ ହୋଇଛି । ୧୨ଲକ୍ଷ ୮୭ ହଜାର ଲୋକ ବନ୍ୟା ପାଇଁ ପ୍ରଭାବିତ ହୋଇଛନ୍ତି ।
Regional



