ଭୁବନେଶ୍ୱର : କୋରାପୁଟ ବିଧାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, କୋରାପୁଟର ବିଧାୟକ ଶ୍ରୀଯୁକ୍ତ ରଘୁରାମ ମାଛଙ୍କୁ ଜନ୍ମଦିନର ଅନେକ ଅନେକ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା, ଆପଣଙ୍କୁ ଦୀର୍ଘାୟୁ କରିବା ସହ ଆପଣଙ୍କ ଜୀବନକୁ ସୁସ୍ଥ, ନିରାମୟ ଓ ଉଜ୍ଜ୍ୱଳମୟ କରନ୍ତୁ।
Regional


