ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି କେନ୍ଦୁଝର ସାଂସଦ ଅନନ୍ତ ନାୟକ । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦୁଝର ଜିଲ୍ଲାର ସାମଗ୍ରିକ ବିକାଶ, ଜନସାଧାରଣଙ୍କ ଆବଶ୍ୟକତା ଓ ବିଭିନ୍ନ ଉନ୍ନୟନମୂଳକ ପ୍ରସଙ୍ଗ ନେଇ ସାର୍ଥକ ଆଲୋଚନା କରିଛନ୍ତି । କେନ୍ଦୁଝରର ସର୍ବାଙ୍ଗୀଣ ଉନ୍ନତି ଓ ଜନକଲ୍ୟାଣକୁ ଆହୁରି ଗତିଶୀଳ କରିବା ନେଇ ଆଲୋଚନା ହୋଇଛି ।
Regional




